ନାଭି ସ୍ଥଳ Nābhi sthaḻa

  • ସଂ. ବି. (ନାଭି+ସ୍ଥଳ; 6 ଷ୍ଠୀ ତତ;) — ନାଭିଦେଶ — Nābhideṡa (See)
  • ସଂ. ବି. (ନାଭି+ସ୍ଥଳ; 6 ଷ୍ଠୀ ତତ;) — ମଧ୍ୟସ୍ଥଳ — Centre
  • ସଂ. ବି. (ନାଭି+ସ୍ଥଳ; 6 ଷ୍ଠୀ ତତ;) — ସନ୍ଧିସ୍ଥାନ — Juncture; the meeting point