ନାଭି ବର୍ଦ୍ଧନ Nābhi barddhana

  • ସଂ. ବି — ସ୍ଥୂଳକାୟତ୍ୱ; ଦେହର ମେଦୋବୃଦ୍ଧି — Corpulence; excessive fatness of the body
  • ସଂ. ବି — ଉଦରସ୍ଥ ରୋଗ ବିଶେଷ, ଅନ୍ତକୋଷ ରୋଗ — Umbilical hernia; examphales
  • ସଂ. ବି — ନାଭିଚ୍ଛେଦନ (ଦେଖ) — Nābhichchhedana (See)