ନାଭି ନାଡ଼ୀ Nābhi nāṟḍ̠ī

  • ସଂ. ବି — ଗର୍ଭନାଡ଼; ଶିଶୁର ନାଭିସଙ୍ଗେ ଫୁଲକୁ ସଂଯୁକ୍ତ କରିଥିବା ନାଡ଼ — Umbilical cord; navel string
  • ସଂ. ବି — ନାହିର ନାଡ଼ ଛିଣ୍ଡିଯିବା ରୋଗ ବିଶେଷ; ଅନ୍ତକୋଷ — The rupture of the navel; umbilical hernia (Apte)