ନାଭି ଦେଶ Nābhi deṡa

  • ସଂ. ବି. (ନାଭି+ଦେଶ; 6 ଷ୍ଠୀ ତତ୍) — ନାଭିର ନିକଟସ୍ଥ ପ୍ରଦେଶ; ନାହିମୁଣ୍ଡା — Umbilical region; the region about the navel