ନାଭି ଗୟା Nābhi gayā

  • ସଂ. ବି — ବୈତରଣୀ ତୀରସ୍ଥିତ ଯାଜପୁର ନଗରର ପୌରାଣିକ ନାମ — The mythological name of the town of Jajpur
  • ସଂ. ବି — ନାଭିଗୟା ପଦେ ତରଙ୍ଗିଣୀ। ରାଧାନାଥ. ନନ୍ଦୀକେଶ୍ୱରୀ।
  • ସଂ. ବି — (ଯଥା—ଗୟାସୁର ତଳେ ନୋଟ୍ ଦେଖ; ନାଭିଗୟାରେ ପିଣ୍ଡଦାନ କରିବାର ବିଧି ଅଛି।)