ନାଭି କମଳ Nabhikamaḻa

  • ସଂ. ବି. (ନାଭୀରୂପ କମଳ; ରୂପକ) — ନାହିମୁଣ୍ଡା; ନାଭିର ନିମ୍ନଦେଶସ୍ଥ ଶରୀରମଧ୍ୟସ୍ଥ ପ୍ରଦେଶ — The part of the body immediately under the navel