ନାବିକ ପଞ୍ଜିକା Nābika pan̄jikā

  • ସଂ. ବି. — (ଆଧୁନିକ ବ୍ୟବହାର) ଦିଗ ଓ ତିଥି ଆଦି ନିର୍ଣ୍ଣୟ କରିବା ପାଇଁ ଆଧୁନିକ ଜ୍ୟୋତିଷ ଗଣନାକ୍ରମେ ସମୁଦ୍ରଗାମୀ ନାବିକମାନଙ୍କ ବ୍ୟବହାରାର୍ଥ ସଂକଳିତ ପାଞ୍ଜି — Nautical almanac