ନାବରା ଦଉଡ଼ି Nābarādauṟḍ̠i
- ଦେ. ବି. (ଜାହାଜିଆ ଭାଷା) — ଜାହାଜର ଦୁଇ ପାଖରୁ ମାସ୍ତୁଲର ବେକ ପର୍ଯ୍ୟନ୍ତ ନିଶୁଣି ପରି ବନ୍ଧା ଦଉଡ଼ି — (nautical) Ropes tying the mast to the ends of a ship; stays
- ଦେ. ବି. (ଜାହାଜିଆ ଭାଷା) — ମୁଁ ନାବରା ଦଉଡି ଧରି ଚଉକୀ ଉପରକୁ ଉଠିଯାଇ ଦୂରବାନ୍ଦ କଷି ଦେଲି। ଫକୀରମୋହନ—ଗଳ୍ପସ୍ୱଳ୍ପ)।