ନାପିତ୍ୟ Nāpitya

  • ସଂ. ବି. (ନାପିତ+କର୍ମ ଅର୍ଥରେ. ଯ) — ଭଣ୍ଡାରିର କାର୍ଯ୍ୟ — The duties of a barber; a barber's profession
  • ସଂ. ବି. (ନାପିତ+କର୍ମ ଅର୍ଥରେ. ଯ) — (+ଅପତ୍ୟାର୍ଥେ. ଯ) ନାପିତ ସନ୍ତାନ — The son of a barber (Apte)