ନାପିତ ଶାଳା Nāpita sāḻā

  • ସଂ. ବି. ସ୍ତ୍ରୀ( 6 ଷ୍ଠୀ ତତ୍; ନାପିତ+ଶାଳା) — ଭଣ୍ଡାରୀ ଯେଉଁ ଘରେ କ୍ଷୌର କରେ — A barber's shop