ନାନ୍ଦୀମୁଖ Nāndīmukha
- ସଂ. ବି.—(ନାନ୍ଦୀ=ସ୍ତୁତି;ସୌଭାଗ୍ୟ+ମୁଖ=ପ୍ରଧାନ;ବା ନାନ୍ଦୀ=ଶୁଭ+ମୁଖ=ଆରମ୍ଭ) — କୁଅର ନନ୍ଦ; ଘୋଡ଼ା ନନ୍ଦ — The outer protecting ring put on a well
- ସଂ. ବି.—(ନାନ୍ଦୀ=ସ୍ତୁତି;ସୌଭାଗ୍ୟ+ମୁଖ=ପ୍ରଧାନ;ବା ନାନ୍ଦୀ=ଶୁଭ+ମୁଖ=ଆରମ୍ଭ) — ଆଭ୍ୟୁଦୟିକ ଶ୍ରାଦ୍ଧ; ବିବାହାଦି ଅନୁଷ୍ଠାନରେ ପ୍ରଥମେ ପିତୃଲୋକଙ୍କ ଉଦ୍ଦେଶ୍ୟରେ ଯେଉଁ ପାର୍ବଣ ଶ୍ରାଦ୍ଧ କରାଯାଏ — Oblation or offering of Piṇḍa to the ancestors, performed at the commencement of festive rites (to propitiate the spirits of one's deceased ancestors.)
- ସଂ. ବି.—(ନାନ୍ଦୀ=ସ୍ତୁତି;ସୌଭାଗ୍ୟ+ମୁଖ=ପ୍ରଧାନ;ବା ନାନ୍ଦୀ=ଶୁଭ+ମୁଖ=ଆରମ୍ଭ) — [ଦ୍ର—ପୁରାଣ ମତରେ ଜାତକର୍ମାଦି ଦଶ ବିଧ ସଂସ୍କାର, ନୂତନ ଗୃହ ପ୍ରବେଶ, ଦେବତାଦି ପ୍ରତିଷ୍ଠା, ତୀର୍ଥଯାତ୍ରା, ବୃଷୋତ୍ସର୍ଗାଦି ଶୁଭାନୁଷ୍ଠାନମାନଙ୍କରେ ପ୍ରଥମରେ ନାନ୍ଦୀମୁଖ ଶ୍ରାଦ୍ଧ କରିବା ଉଚିତ। କେବଳ ପୁତ୍ର ଜନ୍ମରେ ଏ ଶ୍ରାଦ୍ଧର ବିଧାନ ନାହିଁ। ଅନ୍ୟ ସବୁ ଶ୍ରାଦ୍ଧ ମଧ୍ୟାହ୍ନରେ କରାଯାଏ; କିନ୍ତୁ ଏ ଶ୍ରାଦ୍ଧ ପୂର୍ବାହ୍ନରେ ବିଧେୟ— ହି. ଶବ୍ଦସାଗର।]
- ସଂ. ବି.—(ନାନ୍ଦୀ=ସ୍ତୁତି;ସୌଭାଗ୍ୟ+ମୁଖ=ପ୍ରଧାନ;ବା ନାନ୍ଦୀ=ଶୁଭ+ମୁଖ=ଆରମ୍ଭ) — ପିତୃଲୋକ; ପିତୃଗଣ — The spirits of one's departed ancestors (consisting of paternal and maternal ancestors)
- ସଂ. ବିଣ. ପୁଂ — ନନ୍ଦୀମୁଖୀ (ଦେଖ) — Nāndīmukhī (See)