ନାନ୍ଦୀମୁଖୀ Nāndīmukhī
- ସଂ. ବି — ଅବନ୍ତୀନଗରବାସିନୀ ମୁନିକନ୍ୟାବିଶେଷ — Name of a daughter of a sage living in Abantī
- ସଂ. ବି — [ଦ୍ର—ଏ ରାଧାକୃଷ୍ଣଙ୍କ ମିଳନରେ ଦୂତୀ କାର୍ଯ୍ୟ କରିଥିଲେ।]
- ସଂ. ବି — ସଂସ୍କୃତ ଛନ୍ଦୋବିଶେଷ — Name of a Sanskrit metre
- ସଂ. ବି — [ଦ୍ର—ଏହାର ପ୍ରତ୍ୟେକ ଚରଣରେ 2 ନଗଣ, 2 ତଗଣ ଓ 2 ଗୁରୁ ବର୍ଣ୍ଣ ରହେ।] — [ଦ୍ର—ଏହାର ପ୍ରତ୍ୟେକ ଚରଣରେ2ନଗଣ,2ତଗଣ ଓ2ଗୁରୁ ବର୍ଣ୍ଣ ରହେ]
- ସଂ. ବିଣ. ସ୍ତ୍ରୀ (ନାନ୍ଦୀମୁଖ+ସ୍ତ୍ରୀ. ଈ) — ଯେଉଁ ମାତୃଗଣ ନାନ୍ଦୀମୁଖ ଶ୍ରାଦ୍ଧରେ ତର୍ପିତା ହୁଅନ୍ତି — The female ancestor Who are invoked in a Nāndīmukha ṡrāddha
- ସଂ. ବିଣ. ସ୍ତ୍ରୀ (ନାନ୍ଦୀମୁଖ+ସ୍ତ୍ରୀ. ଈ) — [ଦ୍ର—ନାନ୍ଦୀମୁଖ ପିତୃଗଣ ଯଥା—ପିତା, ପିତାମହ, ପ୍ରପିତାମହ ଓ ମାତାମହ, ପ୍ରମାତାମହ, ବୁଦ୍ଧ ପ୍ରମାତାମହ। ନାନ୍ଦୀମୁଖୀ ମାତୃଗଣ ଯଥା—ମାତା, ପିତାମହୀ, ପ୍ରପିତାମହୀ ଓ ମାତାମହୀ, ପ୍ରମାତାମହୀ, ବୃଦ୍ଧ ପ୍ରମାତାମହୀ।]
- ଦେ. ବି (ସଂ. ନାନ୍ଦୀମୁଖ) — ନାନ୍ଦୀମୁଖ ଶ୍ରାଦ୍ଧ — Propitiatory oblation offered to the spirits of one's departed ancestors before festive rites are begun