ନାନ୍ଦୀକ Nāndīka
- ସଂ. ବି. (ନାନ୍ଦୀ=ସୌଭାଗ୍ୟ+କୃ ଧାତୁ+ଅ.) — ମଙ୍ଗଳାର୍ଥ ଅନୁଷ୍ଠିତ ତୋରଣ ସ୍ତମ୍ଭ — A propitious gateway set up for good luck
- ସଂ. ବି. (ନାନ୍ଦୀ=ସୌଭାଗ୍ୟ+କୃ ଧାତୁ+ଅ.) — ମଙ୍ଗଳାର୍ଥ ତୋରଣ ଦ୍ୱରରେ ସ୍ଥାପିତ ଜଳପୂର୍ଣ୍ଣ ଘଟ — A jug full of water placed at the gateway in religious ceremonies or on festive occasions
- ସଂ. ବି. (ନାନ୍ଦୀ=ସୌଭାଗ୍ୟ+କୃ ଧାତୁ+ଅ.) — ନାନ୍ଦୀମୁଖ ଶ୍ରାଦ୍ଧ — Propitiatory offering of cakes of boiled rice to the spirits of one's deceased ancestors
- ସଂ. ବି. (ନାନ୍ଦୀ=ସୌଭାଗ୍ୟ+କୃ ଧାତୁ+ଅ.) — ସୌଭାଗ୍ୟଲାଭାର୍ଥ ଦୁଆର ମୁହଁରେ ପୋତାଯିବା ଖୁଣ୍ଟି — A post in a doorway set up for good luck (Apte)