ନାନାର୍ଥ Nānārtha

  • ସଂ. ବି. (ନାନା+ଅର୍ଥ) — ଭିନ୍ନ ଭିନ୍ନ ଅର୍ଥମାନ — Different meanings
  • ସଂ. ବିଣ. (ବହୁବ୍ରୀହି; ନାନା+ଅର୍ଥ) — ବହୁବିଧ ଅର୍ଥ ବିଶିଷ୍ଟ — Having various meanings
  • ସଂ. ବିଣ. (ବହୁବ୍ରୀହି; ନାନା+ଅର୍ଥ) — ନାନା ପ୍ରୟୋଜନବିଶିଷ୍ଟ — Having various uses