ନାନା ମତେ Nānā mate

  • ଦେ. କ୍ରି. ବିଣ — ଅନେକ ପ୍ରକାରେ; ନାନା ପ୍ରକାରେ — In many ways;in various ways
  • ଦେ. କ୍ରି. ବିଣ — ଟେକାଟେକି ମୋତେ କରି ନାନାମତେ ତୁମ୍ଭ କାମନା ପୂରିବ। କବିସୂର୍ଯ୍ୟ. କିଶୋରୀଚମ୍ପୂ ଟ ଗୀତ।