ନାଥହରି Nāthahari
- ସଂ. ବି. (ନାଥ=ନାକପୋଡ଼ା ଦଉଡ଼ି+ହୁ ଧାତୁ=ଗ୍ରହଣ କରିବା+କତ୍ତୃ. ଇ) — ନାକଫୋଡ଼ା ପଶୁ; ଯେଉଁ ପଶୁ ତାହାର ନାକରେ ଫୋଡ଼ା ହେବା ଦଉଡ଼ି ଦ୍ୱାରା ଚାଳିତ ହୁଏ — A beast bridled by a rope passed through the nose
- ସଂ. ବି. (ନାଥ=ନାକପୋଡ଼ା ଦଉଡ଼ି+ହୁ ଧାତୁ=ଗ୍ରହଣ କରିବା+କତ୍ତୃ. ଇ) — ପଶୁ (ହି. ଶ) — A beast (Apte)