ନାଥଙ୍କ ଠେଙ୍ଗା Nāthaṇga ṭheṅgā

  • ପ୍ରାଦେ. (ଯାଜପୁର) ବି — ଜଳଚର ପୋକ ବିଶେଷ — A spcies of aquatic insects
  • ପ୍ରାଦେ. (ଯାଜପୁର) ବି — [ଦ୍ର—ଏମାନେ ନିର୍ବାଳୁଆ ସମ୍ବାଳୁଆ ପରି ଓ ଡେଇଁ ଡେଇଁ ଗତି କରନ୍ତି। ମାଛଙ୍କ ସଙ୍ଗେ ଖଇଞ୍ଚିରେ ପଡ଼ନ୍ତି। ]