ନାଥ (ଧାତୁ) Nāth (root)
- ସଂ — ଆଶୀର୍ବାଦ କରିବା — To bless
- ସଂ — ଜିଜ୍ଞାସା କରିବା — To ask; to question
- ସଂ — ପ୍ରାର୍ଥନା କରିବା — To beg; to pray
- ସଂ — କ୍ଷମତା ପାଇବା; ପ୍ରଭୁ ହେବା — To have power; to master
- ସଂ — ବିନାଶ କରିବା — To destroy
- ସଂ — ଦୁଃଖିତ ହେବା — To be sorry; to be distressed
- ସଂ — ଉପତପ୍ତ ହେବା — To be heated
- ସଂ — କଷ୍ଟ ବା ଯନ୍ତ୍ରଣା ଦେବା — To harass; to trouble