ନାତିଶିଷ୍ୟ Nāti ṡishya

  • ଦେ. ବି — ଶିଷ୍ୟର ଶିଷ୍ୟ; ନାତି ଚେଲା — Disciple's disiciple
  • ଦେ. ବି — ନାମ ଯେ ଶ୍ରୀଦୟାଳୁ ଦାସ ଶ୍ରୀ ଅଭିରାମ ନାତି ଶିଷ୍ୟ। ପ୍ରାଚୀ. ପୂର୍ଣ୍ଣତମ ଚନ୍ଦ୍ରୋଦୟ।