ନାତ ମାରିବା Nāta māribā

  • ଦେ. କ୍ରି — (ମନୁଷ୍ୟ) ଗୋଇଠା ମାରିବା — (a man) To kick; to strike a blow with the leg
  • ଦେ. କ୍ରି — (ପଶୁ) ପଛ ଗୋଡ଼କୁ ଛିଞ୍ଚାଡ଼ି ଆଘାତ କରିବା — (a beast) To give a back- ward kick with the hind leg
  • ଦେ. କ୍ରି — (ଲକ୍ଷଣାର୍ଥ) ଦଣ୍ଡ ଦେବା — (fig) To punish
  • ଦେ. କ୍ରି — (ଲକ୍ଷଣାର୍ଥ) (ଗୁରୁ ଶିଷ୍ୟକୁ) ଶିକ୍ଷା ଦେବା — (fig) To give lesson to a pupil
  • ଦେ. କ୍ରି — (ଲକ୍ଷଣାର୍ଥ) ଦୀକ୍ଷା ଦେବା — (fig) To initiate
  • ଦେ. କ୍ରି — (ଯଥା—ଯାହାକୁ ସଦ୍ଗୁରୁ ନାତ ମାରିଥିବେ ସେ ଶରୀର— ଭେଦ ଭଜନର ଅର୍ଥ ବୁଝିପାରିବ।)