ନାଡ଼ୀବଳୟ Nāṟḍ̠ībaḻaya
- ସଂ. ବି — ସିଦ୍ଧାନ୍ତଶିରୋମଣି ଲିଖିତ ସମଯଜ୍ଞାପକ ଯନ୍ତ୍ରବିଶେଷ (ହି. ଶ.) — A kind of clock used in ancient India
- ଦେ. ବି — ନାଡ଼ିର ଗତି ନିର୍ଣ୍ଣାୟକ ଆଧୁନିକ ଯନ୍ତ୍ରବିଶେଷ— (ଦ୍ର—ଏହାକୁ ନାଡ଼ି ଉପରେ ରଖିଦେଲେ ନାଡ଼ିର କ୍ଷୀଣତମ ସ୍ପନ୍ଦନ ମଧ୍ୟ ଜଣାପଡ଼େ) — Sphygmograph