ନାଟ୍ୟାଳଙ୍କାର Nāṭyāḻaṅkāra

  • ସଂ. ବି — ନାଟକର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଅଳଙ୍କାର— ବିଶେଷ — Rhetorical figures which enhance the beauty of a drama
  • ସଂ. ବି — [ଦ୍ର—ସାହିତ୍ୟ ଦର୍ପଣରେ ନାଟ୍ୟାଳଙ୍କାରର ସଂଖ୍ୟା 33 ବୋଲି ନିର୍ଦ୍ଦିଷ୍ଟ ହୋଇଅଛି। ଯଥା—ଆଶୀର୍ବାଦ, ଅକ୍ରେଦ, କପଟ, ଅକ୍ଷମା, ଗର୍ବ, ଉଦ୍ୟମ, ଆଶ୍ରୟ, ଉତ୍ପ୍ରାସନ, କ୍ଷୋଭ, ସ୍ପୃହା, ପଶ୍ଚାତ୍ତାପ, ଉପଯତି, ଆଶଂସା, ଅଧ୍ୟବସାୟ, ବିସର୍ପ, ଉଲ୍ଲେଖ, ଉତ୍ତେଜନ, ପରୀବାଦ, ନୀତି, ଅର୍ଥ ବିଶେଷଣ, ପ୍ରୋତ୍ସାହନ, ସାହାଯ୍ୟ, ଅଭିମାନ, ଅନୁବୃତ୍ତି, ଉତ୍କୀର୍ତ୍ତନ, ଯାଚଞା, ପରିହାର, ନିବେଦନ, ପ୍ରବର୍ତ୍ତନ, ଆଖ୍ୟାନ, ଯୁକ୍ତି, ପ୍ରହର୍ଷ ଓ ଶିକ୍ଷା। ହି. ଶବ୍ଦସାଗର।] — [ଦ୍ର—ସାହିତ୍ୟ ଦର୍ପଣରେ ନାଟ୍ୟାଳଙ୍କାରର ସଂଖ୍ୟା33ବୋଲି ନିର୍ଦ୍ଦିଷ୍ଟ ହୋଇଅଛି ଯଥା—ଆଶୀର୍ବାଦ, ଅକ୍ରେଦ, କପଟ, ଅକ୍ଷମା, ଗର୍ବ, ଉଦ୍ୟମ, ଆଶ୍ରୟ, ଉତ୍ପ୍ରାସନ, କ୍ଷୋଭ, ସ୍ପୃହା, ପଶ୍ଚାତ୍ତାପ, ଉପଯତି, ଆଶଂସା, ଅଧ୍ୟବସାୟ, ବିସର୍ପ, ଉଲ୍ଲେଖ, ଉତ୍ତେଜନ, ପରୀବାଦ, ନୀତି, ଅର୍ଥ ବିଶେଷଣ, ପ୍ରୋତ୍ସାହନ, ସାହାଯ୍ୟ, ଅଭିମାନ, ଅନୁବୃତ୍ତି, ଉତ୍କୀର୍ତ୍ତନ, ଯାଚଞା, ପରିହାର, ନିବେଦନ, ପ୍ରବର୍ତ୍ତନ, ଆଖ୍ୟାନ, ଯୁକ୍ତି, ପ୍ରହର୍ଷ ଓ ଶିକ୍ଷା ହି. ଶବ୍ଦସାଗର]