ନାଟ୍ୟ ଶାସ୍ତ୍ର Nāṭya ṡāstra

  • ସଂ. ବି — ନୃତ୍ୟ, ଗୀତ ଓ ବାଦ୍ୟ ଅଭିନୟ ବିଷୟକ ଶାସ୍ତ୍ର — The science of music; dancing and singing and playing on musical instruments
  • ସଂ. ବି — ଭରତ ମୁନିକୃତ ନାଟ୍ୟ ବିଷୟକ ଗ୍ରନ୍ଥ — Name of a musical work by sage Bharata
  • ସଂ. ବି — [ଦ୍ର—ଶିବ ବ୍ରହ୍ମାଙ୍କୁ ନାଟ୍ୟ ସମ୍ବନ୍ଧେ ଉପଦେଶ ଦେଇଥିଲେ। ଇନ୍ଦ୍ରଙ୍କ ପ୍ରାର୍ଥନା ଅନୁସାରେ ବ୍ରହ୍ମା ଅନିରୁଦ୍ଧ ଅବତାର ଗ୍ରହଣ କରି ନାଟ୍ୟବେଦ ନାମକ ଉପବେଦ ରଚନା କଲେ। ବ୍ରହ୍ମାଙ୍କଠାରୁ ଭରତ ମୁନି ଏହା ପ୍ରାପ୍ତ ହୋଇ ସଂସାରରେ ଏହା ପ୍ରଚାର କଲେ। ହି. ଶବ୍ଦସାଗର।]