ନାଟ୍ୟ ଶାଳା Nāṭya ṡāḻā
- ସଂ. ବି. ( 6 ଷ୍ଠୀ ତତ୍; ନାଟ୍ୟ+ଶାଳା=ଗୃହ) — ନାଚଖାନା — Dancing hall; dancing saloon; ballroom
- ସଂ. ବି. ( 6 ଷ୍ଠୀ ତତ୍; ନାଟ୍ୟ+ଶାଳା=ଗୃହ) — ନାଟ ଆଖଡ଼ା — The place where dancing is taught or dancers are trained
- ସଂ. ବି. ( 6 ଷ୍ଠୀ ତତ୍; ନାଟ୍ୟ+ଶାଳା=ଗୃହ) — ଥିଏଟର ଘର; ଥିଏଟରର ରଙ୍ଗମଞ୍ଚ — The stage of a theatre
- ସଂ. ବି. ( 6 ଷ୍ଠୀ ତତ୍; ନାଟ୍ୟ+ଶାଳା=ଗୃହ) — ନାଟ ମନ୍ଦିର; ମନ୍ଦିର ବା ପ୍ରାସାଦ ଦ୍ୱାର ସମୀପ ଗୃହ — A room adjoining the main temple or palace