ନାଟୁ ବାଟ Nāṭu bāṭa

  • ପ୍ରାଦେ. (ଗଞ୍ଜାମ) ବି — ଯାହା ସଡ଼କ ବାଟ ନୁହେଁ; ହିଡ଼ ଉପରେ ହୋଇଥିବା ବାଟ; ଲୋକେ ପଦବ୍ରଜରେ ଯେଉଁ ବାଟ ଚାଲନ୍ତି — A path made on the ridges of fields; foot path; footway