ନାଟର ଗୁରୁ Nāṭara guru
- ଦେ. ବି (ସଂ. ନାଟଗୁରୁ) — ନାଟଗୁରୁ (ଦେଖ) — Nāṭaguru (See)
- ଦେ. ବି (ସଂ. ନାଟଗୁରୁ) — ଯେଉଁ ବ୍ୟକ୍ତି ନାଟ ଆଖଡ଼ାରେ ନୃତ୍ୟାର୍ଥୀମାନଙ୍କୁ ନାଚ ଶିକ୍ଷା ଦିଅନ୍ତି — A trainer of dancers in a dancing party
- ଦେ. ବି (ସଂ. ନାଟଗୁରୁ) — (ଲକ୍ଷଣାର୍ଥ) କୌଣସି ବିଷୟ ବା ଘଟଣାର ମୌଳିକ ପ୍ରବର୍ତ୍ତକ — (figurative)-The originator or founder of some matter
- ଦେ. ବି (ସଂ. ନାଟଗୁରୁ) — (ଲକ୍ଷଣାର୍ଥ)—କୌଣସି ଦଳର ନେତା — The leader of a group; a ringleader