ନାଟ ଆଖଡ଼ା Nāṭa ākhaṟḍ̠ā

  • ଦେ. ବି (ସଂ. ନୃତ୍ୟ+ଅକ୍ଷବାଟ) — ନାଟ୍ୟ ଶିକ୍ଷାଳୟ; ଯେଉଁ ସ୍ଥାନରେ ନୃତ୍ୟଗୀତାଦି ଶିକ୍ଷା ଦିଆ ଯାଏ — A place where dancing and music is taught