ନାଜିହାଲ Nājihāla
- ଦେ. ବିଣ—(ଫା. ନାଜାହାଲ୍—ଅନ୍ତିମ ଦଶା; ଫା. ନାଜୁକ୍ହାଲ=ସୁକୁମାର ଅବସ୍ଥା —Delicate situation— ଜ୍ଞାନେନ୍ଦ୍ର।) ଆକ୍ରାନ୍ତ; ବିପନ୍ନ; ଅନ୍ତିମ ଦଶା— ଗ୍ରସ୍ତ — Reduced to extreme wretchedness; at bay
- ଦେ. ବିଣ—(ଫା. ନାଜାହାଲ୍—ଅନ୍ତିମ ଦଶା; ଫା. ନାଜୁକ୍ହାଲ=ସୁକୁମାର ଅବସ୍ଥା —Delicate situation— ଜ୍ଞାନେନ୍ଦ୍ର।) ଅତ୍ୟନ୍ତ କ୍ଳାନ୍ତ — Much tired
- ବୈଦେ. ବି. — ଅତି ବିପନ୍ନ ଅବସ୍ଥା — A state of extreme wretchedness or misery