ନାଜାରିତ Nājārita
- ବୈଦେ. ବି. (ବାଇବ୍ଲ୍ ଅନୁବାଦ) — ବାଇବ୍ଲ୍ ଲିଖିତ ଗାଲିଲୀ ଦେଶର ଗୋଟିଏ ଗ୍ରାମ ବା ନଗର — A village or town in the district of Galilee; Nazareth; a country mentioned in the Bible
- ବୈଦେ. ବି. (ବାଇବ୍ଲ୍ ଅନୁବାଦ) — [ଦ୍ର—ଏହି ଗ୍ରାମରେ ଯିଶୁଖ୍ରୀଷ୍ଟ ଭୂମିଷ୍ଟ ହୋଇ ଥିଲେ, ଏଥିପାଇଁ ଯିଶୁଙ୍କୁ ନାଜାରିତର ଯିଶୁ ବୋଲାଯାଏ।]