ନାଜ (ଇତ୍ୟାଦି) Nāja (etc)

  • ଗ୍ରା. ବି. (ସଂ. ଲଜ୍ଜା) — ଲାଜ ଇତ୍ୟାଦି (ଦେଖ) — Lāja etc. (See)
  • ଗ୍ରା. ବି. (ସଂ. ଲଜ୍ଜା) — ନାଜ ନ ଥାଏ ଯୋଉ ମୁହଁକୁ; ଭଣ୍ଡାରି ନ ଥାଏ ଖଉରିବାକୁ—ଢଗ।