ନାଛୋଡ଼୍ Nāchhoṟḍ̠
- ଦେ. ବିଣ. (ହି. ନାଛୋଡ଼; ଫା. ନଛୋଡ଼ବାନ୍ଦା) — ଏକ ଜିଦିଆ; ନିର୍ବନ୍ଧଶୀଳ — Importunate
- ଦେ. ବିଣ. (ହି. ନାଛୋଡ଼; ଫା. ନଛୋଡ଼ବାନ୍ଦା) — ଯେ କୌଣସି ବିଷୟକୁ ଛାଡ଼େ ନୀହିଁ — Pertinacious; presevering; dogged; that which sticks to a thing with tenacity
- ଦେ. ବିଣ. (ହି. ନାଛୋଡ଼; ଫା. ନଛୋଡ଼ବାନ୍ଦା) — ମିଳିଲେ ନାଛୋଡ଼ ବନ୍ଦା ସମର ଚତ୍ୱରେ। ମଧୁସୂଦନ. କବିତା।