ନାଚିଲା ଲୋକକୁ ଲାଜ ନାହିଁ ଦେଖିଲା ଲୋକକୁ ଲାଜ Nāchilā lokaku lāja nāhiñ dekhilā lokaku lāja
- ଢଗ (ନ୍ୟାୟ) — ଯେଉଁ ସ୍ଥଳରେ କୌଣସି ଲଜ୍ଜାଜନକ କାର୍ଯ୍ୟ କରିବା ବ୍ୟକ୍ତି ଉକ୍ତ ଲଜ୍ଜାଜନକ କାର୍ଯ୍ୟ କରିବାକୁ ଲଜ୍ଜା ବୋଧ ନ କରେ, କିନ୍ତୁ ଦେଖଣାହାରୀ ତାହା ଦେଖି ଲଜ୍ଜିତ ହୁଏ, ସେ ସ୍ଥଳରେ ଏ ଢଗ କୁହାଯାଏ; ଏହିପରି, ହଗିଲା ଲୋକକୁ ଲାଜ ନାହିଁ ଦେଖିଲା ଲୋକକୁ ଲାଜ — A proverb uttered when a person doing an act does not feel shame for it but persons who witness it feel ashamed