ନାଚଣି ପଖି Nāchaṇi pakhi

  • ଦେ. ବି. — ତନ୍ତିର ଯନ୍ତ୍ରବିଶେଷ, ନିକିତି ଦଣ୍ଡ ଆକାରର କାଠି, ଯାହାର ଦୁଇ ପ୍ରାନ୍ତରେ ବଅସୂତା ଓହୋଳା ଯାଇ ଥାଏ — A stick from the two ends of which threads hang (a part of weaver's equipment)