ନାଚ ତମାସା Nācha tamāsā

  • ଦେ. ବି. (ସଂ. ନୃତ୍ୟ ଓ ଆ. ତମାସା) ଏକାର୍ଥବୋଧକ ସହଚର ଶବ୍ଦ) — ନୃତ୍ୟଗୀତାଦି; ନାଟ ତମାସା — Dance and music
  • ଦେ. ବି. (ସଂ. ନୃତ୍ୟ ଓ ଆ. ତମାସା) ଏକାର୍ଥବୋଧକ ସହଚର ଶବ୍ଦ) — ଆମୋଦ ପ୍ରମୋଦ — Revelry