ନାଗେଶର Nāgeṡara
- ଦେ. ବି (ସଂ. ନାଗକେଶର) — ନାଗକେଶର (ଦେଖ) — Nāgakeṡara (See)
- ଦେ. ବି (ସଂ. ନାଗକେଶର) — ସାପୁଆ କେଳା ମାନେ ଯେଉଁ ସୁସ୍ୱର ବଂଶୀବାଦ୍ୟ ବଜାଇ ସାପକୁ ଖେଳାନ୍ତି ଓ ଗାତରୁ ସାପ ବାହାର କରାଇ ଆଣନ୍ତି — A kind of flute blown by snake charmers and snake catchers
- ସଂ. ବି — (ନାଗ=ହସ୍ତୀ+ଈଶ୍ୱର= ଶ୍ରେଷ୍ଠ) ବଡ଼ ହାତୀ — A big elephant
- ସଂ. ବି — ସର୍ପଶ୍ରେଷ୍ଠ — The chief of serpents
- ସଂ. ବି — (ଦେଶଜ 2 ୟ ଅର୍ଥ ଓ ସଂସ୍କୃତ ପ୍ରଥମ ଅର୍ଥର ଶିଷ୍ଟ ପ୍ରୟୋଗ—ଯଥା — (ଦେଶଜ2ୟ ଅର୍ଥ ଓ ସଂସ୍କୃତ ପ୍ରଥମ ଅର୍ଥର ଶିଷ୍ଟ ପ୍ରୟୋଗ—ଯଥା
- ସଂ. ବି — ନୁହେ ଆବାସ ଘର, ମାନସ ସରୋବର, ଶୁଭିଲା ନାଗେଶ୍ୱର ରବ। କବିସୂର୍ଯ୍ୟ. ସର୍ପଜଣାଣ।)