ନାଗେଶରି Nāgeṡari
- ଦେ. ବି (ସଂ. ନାଗ+ଈଶ୍ୱର) — ସାପୁଆକେଳାମାନେ ବଜାଇବାର ଏକ ପ୍ରକାର ପେଁଏକାଳୀ — A kind of flute blown by snake charmers
- ଦେ. ବି (ସଂ. ନାଗ+ଈଶ୍ୱର) — [ଦ୍ର—କେଳାମାନେ ଏହାକୁ ବଜାଇଲେ ନାଗମାନେ ଗାତରୁ ବାହାରନ୍ତି ଓ ଫଣା ଟେକି ଏହା ଶୁଣନ୍ତି। ଏହାର ମୁହଁ ଓ ଅଗରେ ନଳି ଥାଏ ଓ ମଝିରେ ଗୋଟିଏ ଗୋଲାକାର ତୁମ୍ବୀ ଥାଏ।]