ନାଗରେୟକ Nāgareyaka

  • ସଂ. ବିଣ. (ନଗର+ନିବାସାର୍ଥେ+କ ଯୋଗ; ଏୟ ଆଗମ) — ନଗର ସମ୍ବନ୍ଧୀୟ — Municipal; relating to a town
  • ସଂ. ବିଣ. (ନଗର+ନିବାସାର୍ଥେ+କ ଯୋଗ; ଏୟ ଆଗମ) — ନାଗରିକ; ନଗରବାସୀ — Town-bred