ନାଗରାଜ ଗତେ Nāgarāja gate
- ଦେ. (1) ନାଗରାଜ+ଗତି; ସଂବୋଧନ; 2 । ନାଗରା +ଜଗତେ — (ସଂ. ନାଗରାଜଗତିର ସଂବୋଧନ) ହେ ହସ୍ତୀ ପରି ଧୀର ମନ୍ଥରଗମନା ସ୍ତ୍ରୀ — Oh lady having the gait of an excellent elephant
- ଦେ. (1) ନାଗରାଜ+ଗତି; ସଂବୋଧନ; 2 । ନାଗରା +ଜଗତେ — (ଓ. ନାଗରା+ଜଗତେ=ସଂସାରରେ) ପୃଥିବୀରେ ଲୋକସମାଜରେ ନାଗରା ବା ଡିଣ୍ଡିମ (ବାଜୁଅଛି) — To matter is widely proclaimed everywhere
- ଦେ. (1) ନାଗରାଜ+ଗତି; ସଂବୋଧନ; 2 । ନାଗରା +ଜଗତେ — (ନାଗରା ଜଗତେ—ଅନ୍ୟରୂପ)
- ଦେ. (1) ନାଗରାଜ+ଗତି; ସଂବୋଧନ; 2 । ନାଗରା +ଜଗତେ — ନାଗରାଜଗତେ ଆରେ ନାଗରାଜଗତେ ମୁଁ ତୋର ବୋଲି ବାଜୁଛି ନାଗରା ଜଗତେ—କବିସୂର୍ଯ୍ୟ. ସଙ୍ଗୀତ।