ନାଗମଲ୍ଲୀ Nāgamallī

  • ଦେ. ବି — ପୁଷ୍ପଗୁଳ୍ମବିଶେଷ — A kind of sweet-smelling flower and its plant
  • ଦେ. ବି — [ଦ୍ର—ଏହାର ଫୁଲ ଝରା ପରି ଥୋପା ଥୋପା ହୋଇ ଓହୋଳି ଥାଏ।]