ନାଗଦନ୍ତୀ Nāgadantī

  • ସଂ. ବି. (ବୈଦ୍ୟକ) — ହାତୀଶୁଣ୍ଢା ଗୁଳ୍ମ; ବନ୍ୟ ଖର— ଲୋମଶ ବର୍ଷାୟୁଃ କ୍ଷୁଦ୍ର ଶାକବିଶେଷ — Helitropium Indicum (plant)
  • ସଂ. ବି. (ବୈଦ୍ୟକ) — [ଦ୍ର—ଏହାର ଫୁଲ ଧଳା ମିଶା ନେଳିଆ; ମଞ୍ଜରୀରେ ଦୁଇ ଧାଡ଼ି ଫୁଲ ଫୁଟେ। ମଞ୍ଜରୀ ହାତୀଶୁଣ୍ଢ ପରି ବଙ୍କାଇ ଥାଏ; ଓଦା ଭୂଇଁରେ ଏ ଗଛ ହୁଏ। ଏହାର ପତ୍ର ଦେହରେ ଲାଗିଲେ ଭାରି କୁଣ୍ଡେଇ ହୁଏ। ଏହା କଟୁତିକ୍ତ ରସ, ଋକ୍ଷ, ପାଚକ, ମେଧା— ବର୍ଦ୍ଧକ, କଫ ଓ ବାୟୁନାଶକ ଏବଂ ଗୁଳ୍ମ, ଶୂଳ ଓ ବିଷଦୋଷରେ ହିତକର। ସର୍ପ ଦଷ୍ଟବ୍ୟକ୍ତିକୁ ଏହାର ମୂଳ ବାଟି ଖୁଆଇଲେ ବିଷଜ୍ୱାଳା କମେ। ବିଛା କାମୁଡ଼ା ଆଦିର ବିଷଜ୍ୱାଳା ଏହାର ମର୍ଦ୍ଦନରେ କମିଯାଏ।]
  • ସଂ. ବି. (ବୈଦ୍ୟକ) — ନଖୀ ନାମକ ଗନ୍ଧ ଦ୍ରବ୍ୟ (ହି. ଶବ୍ଦସାଗର) — A kind of sweet smelling hell
  • ସଂ. ବି. (ବୈଦ୍ୟକ) — ବେଶ୍ୟା — Whore