ନାଗଦଣ୍ଡୀ Nāgadaṇḍī

  • ସଂ. ବି. ସ୍ତ୍ରୀ (ନାଗ+ଦଣ୍ଡ+ଈ) — ବେଶ୍ୟା — A whore; prostitute
  • ସଂ. ବି. ସ୍ତ୍ରୀ (ନାଗ+ଦଣ୍ଡ+ଈ) — ସୂର୍ଯ୍ୟମୁଖୀ ଫୁଲ — Sun flower; Helianthus
  • ସଂ. ବି. ସ୍ତ୍ରୀ (ନାଗ+ଦଣ୍ଡ+ଈ) — ହସ୍ତିନୀ — A female elephant