ନାଗଗର୍ଭ Nāga garbha

  • ସଂ. ବି. (ନାଗ=ସୀସା+ଗର୍ଭ=ଉତ୍ପତ୍ତି; ସୀସାରୁ ଯାହାର ଉତ୍ପତ୍ତି; ବହୁବ୍ରୀହି) ମାଟିଆ ସିନ୍ଦୁର — Vermillion; red lead