ନାଗ ଯଷ୍ଟି Nāga j̄ashṭi
- ସଂ. ବି. (ନାଗ=ସର୍ପ+ଯଷ୍ଟି=ଦଣ୍ଡ) — ଭୂମିରେ ବହୁ ଗଭୀରତା ପର୍ଯ୍ୟନ୍ତ ପୋତାଯିବା କୀଳା — A boring rod driven deep into the earth (Apte)
- ସଂ. ବି. (ନାଗ=ସର୍ପ+ଯଷ୍ଟି=ଦଣ୍ଡ) — ପୁଷ୍କରିଣୀ ମଧ୍ୟରେ ପ୍ରୋଥିତ କାଷ୍ଠ ବ ପ୍ରସ୍ତରର ଦଣ୍ଡ; ଦୀପ୍ତିଦଣ୍ଡି — A centre-post driven in the middle of a pond
- ସଂ. ବି. (ନାଗ=ସର୍ପ+ଯଷ୍ଟି=ଦଣ୍ଡ) — [ଦ୍ର—ପୁରାଣ ଅନୁସାରେ ଏ ଯଷ୍ଟି ସଳଖ ବେଣ୍ଟ ନ ଥିବା ବେଲ, ପୁଲଙ୍ଗ, ନାଗକେଶର, ଚମ୍ପା ବା ବରୁଣ କାଠରେ ନିର୍ମିତ ହେବା ଉଚିତ। ଅଷ୍ଟ ନାଗଙ୍କ ନାମ 8 ଟି ପତ୍ରରେ ଲେଖି ଗୋଟିଏ ଜଳ କୁଣ୍ତରେ ପକାଇ ଯେଉଁ ନାଗର ନାମ ଲେଖା ହୋଇଥିବା ପତ୍ର ହାତରେ ଉଠେ, ସେହି ନାଗ ଖୋଳା ହେଉଥିବା ପୁଷ୍କରିଣୀର ଅଧିଷ୍ଠାତା ବିବେଚିତ ହୁଅନ୍ତି ଓ ତାଙ୍କୁ ପୂଜା କରିବା ପରେ ନାଗଯଷ୍ଟି ପୋତାଯାଏ। ହି. ଶବ୍ଦସାଗର] — [ଦ୍ର—ପୁରାଣ ଅନୁସାରେ ଏ ଯଷ୍ଟି ସଳଖ ବେଣ୍ଟ ନ ଥିବା ବେଲ, ପୁଲଙ୍ଗ, ନାଗକେଶର, ଚମ୍ପା ବା ବରୁଣ କାଠରେ ନିର୍ମିତ ହେବା ଉଚିତ ଅଷ୍ଟ ନାଗଙ୍କ ନାମ8ଟି ପତ୍ରରେ ଲେଖି ଗୋଟିଏ ଜଳ କୁଣ୍ତରେ ପକାଇ ଯେଉଁ ନାଗର ନାମ ଲେଖା ହୋଇଥିବା ପତ୍ର ହାତରେ ଉଠେ, ସେହି ନାଗ ଖୋଳା ହେଉଥିବା ପୁଷ୍କରିଣୀର ଅଧିଷ୍ଠାତା ବିବେଚିତ ହୁଅନ୍ତି ଓ ତାଙ୍କୁ ପୂଜା କରିବା ପରେ ନାଗଯଷ୍ଟି ପୋତାଯାଏ ହି. ଶବ୍ଦସାଗର]