ନାଗ ବୀଥୀ Nāga bīthī

  • ସଂ. ବି. (ନାଗବତ୍ ଚକ୍ରାକାର ବୀଥୀ=ପଥ) — ଅଶ୍ୱିନୀ, ଭରଣୀ (ଦ୍ୱିଜା) ଓ କୃତ୍ତିକା ନକ୍ଷତ୍ରତ୍ରୟ ବାଟ ଦେଇ ଯିବା ବେଳେ ଚନ୍ଦ୍ରଙ୍କର ଗତି ପଥ — That part of the moon's path which contains the 1st, 2nd and 3rd asterisms (Apte)