ନାଗ ବାରିକ Nāga bārika

  • ସଂ. ବି.—(ନାଗ+ବୃ ଧାତୁ=ସେବା କରିବା+କର୍ତ୍ତୃ. ଅକ) — ଗରୁଡ଼ — Garuṟḍ̠a
  • ସଂ. ବି.—(ନାଗ+ବୃ ଧାତୁ=ସେବା କରିବା+କର୍ତ୍ତୃ. ଅକ) — ପାଟହାତୀ; ରାଜକୀୟ ହସ୍ତୀ; ରାଜକୁଞ୍ଜର — A royal elephant; an elephant used by a king
  • ସଂ. ବି.—(ନାଗ+ବୃ ଧାତୁ=ସେବା କରିବା+କର୍ତ୍ତୃ. ଅକ) — ହସ୍ତିପକ; ମାହୁନ୍ତ — The driver of an elephant
  • ସଂ. ବି.—(ନାଗ+ବୃ ଧାତୁ=ସେବା କରିବା+କର୍ତ୍ତୃ. ଅକ) — ଗଣସ୍ଥ ପ୍ରଧାନ ବ୍ୟକ୍ତି — The headman of a community or assembly
  • ସଂ. ବି.—(ନାଗ+ବୃ ଧାତୁ=ସେବା କରିବା+କର୍ତ୍ତୃ. ଅକ) — ମୟୂର — A peacock
  • ସଂ. ବି.—(ନାଗ+ବୃ ଧାତୁ=ସେବା କରିବା+କର୍ତ୍ତୃ. ଅକ) — ହସ୍ତିଯୂଥର ନେତା — The chief or leader of a herd of elephants (Apte)