ନାଗ ବଲ୍ଲୀ Nāga ballī
- ସଂ. ବି. —(ନାଗ=ସର୍ପ+ବଲ୍ଲୀ=ଲତା; ନାଗ ପରି ବକ୍ରାକୃତି ବଲ୍ଲୀ) — ତାମ୍ବୁଳ ବ ପାନ ଲତା — The betel creeper
- ସଂ. ବି. —(ନାଗ=ସର୍ପ+ବଲ୍ଲୀ=ଲତା; ନାଗ ପରି ବକ୍ରାକୃତି ବଲ୍ଲୀ) — କଳନା ନ ପଡ଼ି ଲଳନାରତନ କଳ ନାଗବଲ୍ଲୀ ଗେଲେ ମାଗୁ ରେ। କବିସୂର୍ଯ୍ୟ. ସଙ୍ଗୀତ।
- ପ୍ରାଦେ. (ଗଡ଼ଜାତ) ବି — ନାଗରି (ଦେଖ). — Nāgāri (See)