ନାଗ ପୁଷ୍ପ Nāga pushpa
- ସଂ. ବି. (ନାଗ+ପୁଷ୍ପ; ବହୁବ୍ରୀହି; ହସ୍ତୀର ମଦ ଗନ୍ଧପରି ଗନ୍ଧଯୁକ୍ତ ପୁଷ୍ପ ଯାହାର) — ପୁନ୍ନାଗ ବା ପୁଲାଙ୍ଗ ଗଛ — Mast wood; Alexandrian Laurel; Calophyllum Inophyllum; Rottleria Tinctoria (tree)
- ସଂ. ବି. (ନାଗ+ପୁଷ୍ପ; ବହୁବ୍ରୀହି; ହସ୍ତୀର ମଦ ଗନ୍ଧପରି ଗନ୍ଧଯୁକ୍ତ ପୁଷ୍ପ ଯାହାର) — ନାଗେଶ୍ୱର ଗଛ — Messua Ferra (tree)
- ସଂ. ବି. (ନାଗ+ପୁଷ୍ପ; ବହୁବ୍ରୀହି; ହସ୍ତୀର ମଦ ଗନ୍ଧପରି ଗନ୍ଧଯୁକ୍ତ ପୁଷ୍ପ ଯାହାର) — ଚମ୍ପକ; ଚମ୍ପା ଗଛ — The Chapmpaka tree