ନାଗ ପାଶ Nāga pāṡa
- ସଂ. ବି. (ନାଗ=ହସ୍ତୀ, ସର୍ପ+ପାଶ=ରଜ୍ଜୁ) — ଶତ୍ରୁକୁ ଧରିବା ନିମନ୍ତେ ଯୁଦ୍ଧରେ ବ୍ୟବହୃତ ଏକପ୍ରକାର ଫାଶ — A kind of noose used in battle to entangle the enemy
- ସଂ. ବି. (ନାଗ=ହସ୍ତୀ, ସର୍ପ+ପାଶ=ରଜ୍ଜୁ) — ମେଘ ଭିତରେ ଲୁଚି ସେ ରାମ ଲକ୍ଷ୍ମଣଙ୍କୁ ନାଗପାଶ ବାଣ ମାଇଲା— ନୀଳକଣ୍ଠ. ପିଲାଙ୍କ ରାମାୟଣ।
- ସଂ. ବି. (ନାଗ=ହସ୍ତୀ, ସର୍ପ+ପାଶ=ରଜ୍ଜୁ) — [ଦ୍ର—ମେଘନାଦ ଏ ଅସ୍ତ୍ର ଇନ୍ଦ୍ରଙ୍କଠାରୁ ପାଇଥିବା ବିଷୟ ରାମାୟଣରେ ଲେଖାଅଛି। ଏତଦ୍ଦ୍ୱାରା ମେଘନାଦ ଲକ୍ଷ୍ମଣଙ୍କୁ ବାନ୍ଧିଥିଲା।]
- ସଂ. ବି. (ନାଗ=ହସ୍ତୀ, ସର୍ପ+ପାଶ=ରଜ୍ଜୁ) — ବରୁଣଙ୍କର ଆୟୁଧ — The noose-weapon of the sea-god Baruṇa
- ସଂ. ବି. (ନାଗ=ହସ୍ତୀ, ସର୍ପ+ପାଶ=ରଜ୍ଜୁ) — ନାଗମାତାଙ୍କଦ୍ୱାରା ରଚିତ ଏକପ୍ରକାର ଫାଶ (ଏହାକୁ ଶିବ ଧାରଣ କରନ୍ତି) — A coil made by serpents which wind round the body of Ṡiba
- ସଂ. ବି. (ନାଗ=ହସ୍ତୀ, ସର୍ପ+ପାଶ=ରଜ୍ଜୁ) — ଗ୍ରନ୍ଥିବିଶେଷ — A kind of knot
- ସଂ. ବି. (ନାଗ=ହସ୍ତୀ, ସର୍ପ+ପାଶ=ରଜ୍ଜୁ) — [ଦ୍ର—ଅଢ଼େଇ ଫେର ବୁଲାଇ ଯେଉଁ ଗ୍ରନ୍ଥି ନିଷ୍ପନ୍ନ ହୁଏ ତାହାକୁ ନାଗପାଶ ଗ୍ରନ୍ଥି କୁହାଯାଏ—ପ୍ରକୃତିବାଦ।]