ନାଗ ପତି Nāga pati

  • ସଂ. ବି. ( 6 ଷ୍ଠୀ ତତ୍; ନାଗ+ପତି) — ଐରାବତ ହସ୍ତୀ — Indra's elephant
  • ସଂ. ବି. ( 6 ଷ୍ଠୀ ତତ୍; ନାଗ+ପତି) — ବାସୁକି — The mythological king of serpents