ନାଗ ଚତୁର୍ଥୀ Nāga chaturthī

  • ସଂ. ବି. — କାର୍ତ୍ତିକ ଶୁକ୍ଳ ଚତୁର୍ଥୀ; ନାଗଲ ଚଉଠି — The 4th day of the bright fortnight of the month of Kārttika
  • ସଂ. ବି. — [ଦ୍ର—ଏଥିରେ ନାଗ ନାଗଣୀଙ୍କ ମୂର୍ତ୍ତିର ପୂଜା କରା ଯାଏ।]